Advanced A2Z Solution — Fraud

Advanced A2Z Solution Phone
+91 67 1232 2199
+91 67 1232 3199
Advanced A2Z Solution Website
a2zsolutiongroup.com
Advanced A2Z Solution Address
High Court Colony, Link Road, Badambadi Colony, Cuttack, Odisha, India – 753012

They are fraud and take money and did giving only date.
ସେମାନେ ସବୁ ଠକ ଗୁଡାକ ମଠାରୁ ୧୦୦୦ ଟଙ୍କା ରେଜିଷ୍ଟ୍ରସନ କହି ୭ ଦିନ ଭିତରେ ଜବ ଦେବୀ କହିକି ନେଲେ ଆଉ ୭ ଦିନ ପରେ call କରିକି ତମର HDFC bank ରେ operational ମ୍ୟାନେଜେର ହେଇଯାଇଛି କହିଲେ Iଆଉ ୧୪୨୫୦/- ଟଙ୍କା ୨୫% ୨ ମାସ ଦରମାରୁ ନେବେ କହିକି ନେଲେ ଆଉ ପରେ କୋଭିଡ଼େ ୭ ଆଉ other medical checkup ପାଇନି ଟୋଟାଲ ୧୯୪୫୦/- ଟଙ୍କା ନେଇଛନ୍ତି Iମୁ ତାଙ୍କୁ intrest କୁ ଆଣି ଦେଇଥିଲି ସେ ବି ମତେ କଥା ଦେଇଥିଲେ return ଦେବେ କହିକି କିନ୍ତୁ ଏବେ ଜଣେ switch off ଆଉ ଜଣେ phone pick କରୁନାହାନ୍ତି Iଜଣେ prachi ଆଉ ଜଣେ sneha କହିକି ଭାଇ ଫୋଟୋ attach କରୁଛି କେହି ଏହି କମ୍ପାନୀ ଉପରେ ବିଶ୍ୱାସ କରନ୍ତୁନି ମୁ ତା ମୋ ଟଙ୍କା ଫେରିପାଇନି ଓ ଆପଣ ଦେଇକି ହଇରାଣ ହୁଅନ୍ତିନି ଆମ କଷ୍ଟ ଟଙ୍କା ନେଇକି ସେମାନେ ବି କେହି ଭଲରେ ରହିପାରିବେନି I jay sri ram

Fraud
Fraud

Leave a Reply

Your email address will not be published. Required fields are marked *